ପ୍ରାଣି ସମ୍ପଦ ବିଭାଗ ଅନ୍ତର୍ଗତ  ସରକାରୀ ଯୋଜନା

ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଡ଼ିପ୍ ଲିଟର ପଦ୍ଧତିରେ ବ୍ରୟଲର କୁକୁଡ଼ା (2000 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ବ୍ରୟଲର କୁକୁଡ଼ା ଫାର୍ମ (2000 କୁକୁଡ଼ା)      ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି –     7,20,000 ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –     2,88,000 ଟଙ୍କା – ଚାଷୀଙ୍କ ଅଂଶଧନ (ଶତକଡ଼ା 60 ଭାଗ) –      4,32,000 ଟଙ୍କା

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ (30+2) ଛେଳି ଫାର୍ମ ପ୍ରତିଷ୍ଠା ପାଇଁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ଛେଳି ଫାର୍ମ (30+2) ପ୍ରତିଷ୍ଠା ନିମନ୍ତେ      ଆବଶ୍ୟକ ମୋଟ ରାଶି – 2,30,000     ଟଙ୍କା – ସରକାରୀ ସହାୟତା (ଶତକଡ଼ା 50      ଭାଗ)- 1,15,000 ଟଙ୍କା – ଚାଷୀର ଅଂଶଧନ (ଶତକଡ଼ା 50 ଭାଗ)-     1,15,000 ଟଙ୍କା

ଡ଼ିପ୍ ଲିଟର ପଦ୍ଧତିରେ ବ୍ରୟଲର କୁକୁଡ଼ା (500 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ବ୍ରୟଲର କୁକୁଡ଼ା ଫାର୍ମ (500 କୁକୁଡ଼ା)      ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି –    1,80,000 ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –     72,000 ଟଙ୍କା – ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) –         1,08,000 ଟଙ୍କା

ପିଞ୍ଜରା / ଡ଼ିପ୍ ଲିଟର ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା (1000 କୁକୁଡ଼ା) ଫାର୍ମ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ଅଣ୍ଡାଦିଆ କୁକୁଡ଼ା ଫାର୍ମ (1000 କୁକୁଡ଼ା)     ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ ରାଶି –      7,59,100 ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –     3,03,640 ଟଙ୍କା – ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) –     4,55,460 ଟଙ୍କା

କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ସହାୟତା

ଯୋଜନା ଅଟକଳ ଓ ସହାୟତା

– କୁକୁଡ଼ା ଚିଆଁ ପାଳନ କେନ୍ଦ୍ର(1000      କ୍ଷମତା   ବିଶିଷ୍ଟ) ପ୍ରତିଷ୍ଠା ନିମନ୍ତେ      ଆବଶ୍ୟକ ମୋଟ     ରାଶି – 2,54,000 ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –     1,01,600 ଟଙ୍କା – ଚାଷୀଙ୍କ ଅଂଶଧନ (ଶତକଡ଼ା 60 ଭାଗ) –     1,52,400 ଟଙ୍କା

ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ଚାଷୀଙ୍କୁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ଘର ଅଗଣାରେ କୁକୁଡ଼ା (50ଟି କୁକୁଡ଼ା)     ପାଳନ ନିମନ୍ତେ ଆବଶ୍ୟକ ମୋଟ ରାଶି –     3,750 ଟଙ୍କା – ସରକାରୀ ସହାୟତା (ଶତକଡ଼ା 100      ଭାଗ) – 3,750 ଟଙ୍କା

ଡ଼ିପ୍ ଲିଟର ପଦ୍ଧତିରେ ବତକ ଫାର୍ମ (1000 ବତକ) ପ୍ରତିଷ୍ଠା ପାଇଁ ଚାଷୀମାନଙ୍କୁ ଆର୍ଥିକ ସହାୟତା

ଯୋଜନା ଅଟକଳ ଓ ସହାୟତା

– ବ୍ୟବସାୟିକ ବତକ ଫାର୍ମ (1000 ଟି      ବତକ) ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ     ରାଶି – 3,75,000 ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –      1,50,000 ଟଙ୍କା – ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) –     2,25,000 ଟଙ୍କା

ଘର ଅଗଣାରେ ବତକ ପାଳନ ପାଇଁ ଚାଷୀଙ୍କୁ ସହାୟତା

ଯୋଜନା ଅଟକଳ ଓ ସହାୟତା

– ଘର ଅଗଣାରେ ବତକ (50 ଟି ବତକ)      ପାଳନ ନିମନ୍ତେ ଆବଶ୍ୟକ ମୋଟ ରାଶି –     4,000 ଟଙ୍କା – ସରକାରୀ ସହାୟତା (ଶତକଡ଼ା 100      ଭାଗ) – 4,000 ଟଙ୍କା

ମୁରା ମଇଁଷି ପାଳନ ପାଇଁ ଆର୍ଥିକ ସହାୟତା

ଯୋଜନା ଅଟକଳ ଓ ସହାୟତା

 - ଅନୁସୂଚିତ ଜାତି ଓ ଜନଜାତି /ମହିଳା /     ଦିବ୍ୟାଙ୍ଗ /ତୃତୀୟ ଲିଙ୍ଗୀ  (ଗୁହାଳ ସହିତ) -  1,18,000 ଟଙ୍କା  -  ଅନୁସୂଚିତ ଜାତି ଓ ଜନଜାତି /ମହିଳା /     ଦିବ୍ୟାଙ୍ଗ /ତୃତୀୟ ଲିଙ୍ଗୀ  (ବିନା ଗୁହାଳ ) -     89,400 ଟଙ୍କା    - ସାଧାରଣ ବର୍ଗଙ୍କ ପାଇଁ - (ଗୁହାଳ ସହିତ) -   98,500 ଟଙ୍କା  - ସାଧାରଣ ବର୍ଗଙ୍କ ପାଇଁ - (ବିନା ଗୁହାଳ )  -    74,500 ଟଙ୍କା    

ବ୍ୟବସାୟିକ ଭିତ୍ତିରେ ଘୁଷୁରି ଫାର୍ମ (10 ଟି ମାଈ + ଗୋଟିଏ ଅଣ୍ଡିରା) ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା

ଯୋଜନା ଅଟକଳ ଓ ସହାୟତା

– ଘୁଷୁରି ପ୍ରଜନନ ଫାର୍ମ (10 ଟି ମାଈ +      ଗୋଟିଏ ଅଣ୍ଡିରା) ପ୍ରତିଷ୍ଠା ନିମନ୍ତେ     ଆବଶ୍ୟକ ମୋଟ ରାଶି – 4,00,000      ଟଙ୍କା – ସରକାରୀ ସହାୟତା (ଶତକଡ଼ା 40 ଭାଗ) –    1,60,000 ଟଙ୍କା – ଚାଷୀର ଅଂଶଧନ (ଶତକଡ଼ା 60 ଭାଗ) –    2,40,000 ଟଙ୍କା

ସବିଶେଷ ବିବରଣୀ ନିମନ୍ତେ ନିକଟସ୍ଥ ପ୍ରାଣିଧନ ନିରୀକ୍ଷକ / ଗୋଷ୍ଠୀ ପ୍ରାଣି ଚିକିତ୍ସା ଅଧିକାରୀ / ଉପଖଣ୍ଡ ପ୍ରାଣିଚିକିତ୍ସା ଅଧିକାରୀ / ଅତିରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ/ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ।