ମାଛର ରୋଗ ଓ ତାର ନିରାକରଣ

ମଛଚାଷକୁ ଫଳପ୍ରଦ ଓ ଲାଭଜନକ କରିବାକୁ ହେଲେ ପ୍ରତ୍ୟେକ ମାଛଚାଷୀଙ୍କୁ ମାଛର ବିଭିନ୍ନ ରୋଗ, ତାର କାରଣ, ପ୍ରତିଷେଧକ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ୱନ୍ଧରେ ନିଶ୍ଚିତ ଭାବେ ଅବଗତ ହେବାକୁ ପଡ଼ିବ ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

ମାଛର ରୋଗ ଓ ତାର ନିରାକରଣ

ଦୂଷିତ ଜଳ ପରିବେଶ ଯଥା- ଦଳପୂର୍ଣ୍ଣ ପୋଖରୀ ହୁଡ଼ାରେ ଥିବା ଛାୟା ପ୍ରଦାନ କାରୀ ବଡ଼ ବଡ଼ ବୃକ୍ଷରାଜି, ନାଳ ନର୍ଦ୍ଦମା ବା ଆବର୍ଜନାମୟ ପାଣି ପୋଖରୀ ମଧ୍ୟକୁ ନିଷ୍କାସିତ ପ୍ରଭୃତି ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

1

ମାଛର ରୋଗ ଓ ତାର ନିରାକରଣ

ଆବଶ୍ୟକ ପରିମାଣଠାରୁ ଅଧିକ ଜୈବିକ ଖତ, ରାସାୟନିକ ସାର ଏବଂ କୃତ୍ରିମ ମାଛଖାଦ୍ୟର ପ୍ରୟୋଗ ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

2

ମାଛର ରୋଗ ଓ ତାର ନିରାକରଣ

ମାଛର ପୁଷ୍ଟିକର ଖାଦ୍ୟାଭାବ ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

3

ମାଛର ରୋଗ ଓ ତାର ନିରାକରଣ

ପୋଖରୀରେ ଆବଶ୍ୟକ ପରିମାଣଠାରୁ ଅଧିକ ଯାଆଁଳ ଛଡ଼ାଯିବା ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

4

ମାଛର ରୋଗ ଓ ତାର ନିରାକରଣ

ଦୁର୍ବଳ ବା ରୋଗୀଣା ମାଛ ଯାଆଁଳ ବ୍ୟବହାର ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

5

ମାଛର ରୋଗ ଓ ତାର ନିରାକରଣ

ସଂକ୍ରାମଣଯୁକ୍ତ ଉପକରଣ ଯଥା- ଜାଲ, ହାପା, ବାଲଟି ପ୍ରଭୃତିର ବ୍ୟବହାର ।

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

6

ମାଛର ରୋଗ ଓ ତାର ନିରାକରଣ

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା

ପୋଖରୀ ଜଳର ଭୌତିକ ଗୁଣ (ଜଳସ୍ତର, ଜଳ ଉତ୍ତାପ), ରାସାୟନିକ ଗୁଣ (ଦ୍ରବୀଭୂତ ଅମ୍ଳଜାନ /ଅଙ୍ଗାରକାମ୍ଳ /କ୍ଷାରତ୍ୱ ଇତ୍ୟାଦି) ଏବଂ  ଜୈବିକ ଗୁଣ (ଜଳରେ ପ୍ରାଣୀ/ଉଦ୍ଭିଦ ଜାତୀୟ ପ୍ଲବକ ବା ମାଛର ପ୍ରାକୃତିକ ଖାଦ୍ୟର ପରିମାଣ) ପ୍ରଭୃତି ହଠାତ୍ କମ୍ ବେଶୀ ହେଲେ ବା ଏଥିରେ ଅସ୍ୱାଭାବିକ ପରିବର୍ତ୍ତନ ଘଟିଲେ ମାଛ ପାରିପାର୍ଶ୍ୱିକ ଚାପର ବଶବର୍ତ୍ତୀ ହୋଇ ଦୁର୍ବଳ ହୋଇପଡ଼େ ଏବଂ ସହଜରେ ରୋଗଗ୍ରସ୍ତ ହୋଇଥାଏ ।

7

ମାଛର ରୋଗ ଓ ତାର ନିରାକରଣ

ରୋଗ ଏବଂ ପ୍ରତିକାର ବ୍ୟବସ୍ଥା