> ମାଛ ଉତ୍ପାଦନ ଯନ୍ତ୍ରପାତି କ୍ରୟ ନିମନ୍ତେ ରିହାତି - Krishi Vigyan Kendra, Sundargarh-I
Chasbas
KVK, Sundargarh-I

ମାଛ ଉତ୍ପାଦନ ଯନ୍ତ୍ରପାତି କ୍ରୟ ନିମନ୍ତେ ରିହାତି

ଲକ୍ଷ୍ୟ-

ମାଛ ଧରାଳିଙ୍କୁ ମାଛ ଚାଷ ସମ୍ପୃକ୍ତ ଯନ୍ତ୍ରପାତି କ୍ରୟ ନିମନ୍ତେ ସହାୟତା ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯନ୍ତ୍ରପାତି ଗୁଡିକ ହେଲା- ଏରେଟର, ଏୟାର କ୍ଲୋଥର, ଏରୋନ୍ୟୁବ, ଜୈବ ଜାଲ ଇତ୍ୟାଦି । ଏହି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ମାଛ ଉତ୍ପାଦନ ବୃଦ୍ଧି ପାଇବ ।

ରିହାତି ବ୍ୟବସ୍ଥା-

ଏଥିରେ ୪୦% ରିହାତି ବ୍ୟବସ୍ଥା ରହିଛି ।

ଅଧିକ ଜାଣନ୍ତୁ –

ମତ୍ସ୍ୟ ଯାଆଁଳ ପାଳନ ପାଇଁ ନୂତନ ପୋଖରୀ ଖନନ

ମାଛଧରା ଡଙ୍ଗା, ଇଞ୍ଜିନ ଓ ଜାଲ କ୍ରୟ ପାଇଁ ରିହାତି
ନୂତନ ବାୟୋ ଫ୍ଲକ ମାଛ ଚାଷ
ମତ୍ସ୍ୟ ପୋଖରୀ ଯୋଜନା (Matsya Pokhari Yojana)
ଖାରିଜଳରେ ମାଛ ଚାଷ ପାଇଁ ନୂତନ ପୋଖରୀ ଖନନ

Leave a comment

ମାଛର ରୋଗ ଓ ତାର ନିରାକରଣ ପାରମ୍ପାରିକ ଚିକିତ୍ସା ପଦ୍ଧତି ଓଡ଼ିଶା ସରକାରଙ୍କ ପ୍ରାଣି ସମ୍ପଦ ଯୋଜନା କୃଷି ଯନ୍ତ୍ରପାତି ଡ଼ାକଘର ସଞ୍ଚୟ ଯୋଜନା